Odiapua.com

ଚୋର ଗ୍ୟାଙ୍ଗକୁ ଗିରଫ କଲା ପୋଲିସ

କନ୍ଧମାଳ,୦୮/୧୦,(ଓଡ଼ିଆ ପୁଅ ପି ନାଏକ): ଦୀର୍ଘ ମାସ ଧରି ଚୋରି କରି ଆତଙ୍କ ଖେଳାଇ ଥିବା ଏକ ଚୋର ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ଏମାନେ ବିଭିନ୍ନ ସ୍ଥାନରୁ ଟଙ୍କା, ସୁନା ଗହଣା ଓ ବାଇକ୍ ଚୋରି କରୁଥିବା ପୋଲିସ କହିଛି । ବର୍ତ୍ତମାନ ଏହି ଘଟଣାରେ ପୋଲିସ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।