Odiapua.com

ଚୋରା ମଦ ବେପାରୀ ଗିରଫ:୫.୬ଲିଟର ମଦ ଜବତ

ଭୁବନେଶ୍ୱର;୨୦,ଅକ୍ଟୋବର:ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ପୁଲିସ ଜଣେ ଜଣେ ଚୋରା ମଦ ବେପାରକୁ ଗିରଫ କରିବା ସହ ତା’ଠାରୁ ୫.୬ଲିଟର ଚୋରା ବିଦେଶୀ ମଦ ଜବତ କରିଛି।ଗିରଫ ଅଭିଯୁକ୍ତର ନାମ ବାସୁ ଖିଲା।ମଦ ନେଇ ଯାଉଥିବା ବେଳେ ପଞ୍ଜାବୀ ଛକ ନିକଟରୁ ପୁଲିସ ତାକୁ ମଦ ସହ ଗିରଫ କରିଛି।/ଦେବଦତ୍ତ