ବେଜିଂ:ଚିନର ଦକ୍ଷିଣ ପ୍ରାନ୍ତ ହୁନାନ ଠାରେ ଏକ ସଡ଼କ ଦୁର୍ଘଟଣାରେ ୧୮ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଲୋକ ଗୁରୁତ୍ୱର ଆହତ ହୋଇଛନ୍ତି।ଆହତ ମାନଙ୍କୁ ଚିକିତ୍ସା କରାଯାଉଛି।ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁଯାୟୀ ଚୀନରେ ପ୍ରତ୍ୟକ ବର୍ଷ ଯାତାୟାତ ସମୟରେ ଦୁର୍ଘଟଣା କାରଣରୁ ୨୬୦,୦୦୦ ଲୋକଙ୍କର ମୃତ୍ୟୁ ଘଟିଥାଏ।
ଚୀନରେ ସଡ଼କ ଦୁର୍ଘଟଣା:୧୮ ମୃତ
