ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଗ୍ରାମ୍ୟ ଉନ୍ନତି କରିବାକୁ ଫଛରେ ରଖି ଗ୍ରାମାଂଚଳରେ ବିନାଶ କରୁଥିବା ନଜରକୁ ଆସିଛି। ଏହି କଥା ଆମ୍ଭେ କହୁନାହୁଁ , ଏହି ବିଭାଗର କାର୍ଯ୍ୟ ଶୈଳୀ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଗ୍ରାମ୍ୟ ବିନାଶ ବିଭାଗ ବୋଲି ଅଭିହିତ କରୁଛି। ପ୍ରାପ୍ତ ଖବର ଅନୁଯାଇ ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ବିଭାଗ ସେକ୍ସନ ୧ ଦାୟିତ୍ୱରେ ଥିବା ଜେଇ ୨ଟି ଅଂଚଳ ସମ୍ବାଳୁ ଛନ୍ତି। ବ୍ୟକ୍ତି ଜଣକ ଭଣ୍ଡାରିପୋଖରୀ ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ଯ୍ୟରତ ଥିବା ବେଳେ ଚାନ୍ଦବାଲି ସେକ୍ସନର ଅତିରିକ୍ତ ଦାୟିତ୍ୱ କାର୍ଯ୍ୟ ସମ୍ଭାଳୁଛନ୍ତି। ଫଳରେ ସେ କୌଣସି ଗୋଟିଏ ସ୍ଥାନର କାର୍ଯ୍ୟ ଠିକ ଭାବେ ତଦାରଖ କରି ପାରୁ ନଥିବା ବେଳେ ୨ଟି ଦାୟିତ୍ୱ କିପରି ସମ୍ଭାଳେିବ ବୋଲି ପ୍ରଶ୍ନବାଚୀ ହୋଇିଛି। ତାଙ୍କ ଅଧିନରେ ଚାଲିଥିବା ଚାନ୍ଦବାଲି ବ୍ଲକ ଚରଦିଆ ଲୁଣା ବନ୍ଧରେ ହୋଇଥିବା ମରାମତି କାର୍ଯ୍ୟ ୩ଦିନ ପୁରି ନଥିବା ବେଳେ ସେହି ରାସ୍ତାରୁ ପିଚୁ ଅଲଗା ହୋଇଯିବା ନେଇ ଅଭେିଯାଗ ଆସିବା ପରେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥେିଲି। ମାତ୍ର ସେହି କାର୍ଯ୍ୟ ବିଲ କିପରି କରେିବ ତାହା ନେଇ ଅଂଚଳବାସୀ ଅଭେିଯାଗ ଆଣିବା ସହ ତାଙ୍କ ପାରିବାର ପଣିଆ କୁ ନେଇ ମଧ୍ୟ ପ୍ରଶ୍ନବାଚୀ କରିଛନ୍ତି। ସେହିପରି ବତର୍ମାନ ଚାନ୍ଦବାଲି ଅଂଚଳରେ ଚାଲୁଥିବା ବିଭିନ୍ନ ତାଳିପକା କାମକୁ କିପରି ତଦାରଖ କରି ବିଲ କରେିବ ଅଥବା ଭଣ୍ଡାରିପୋଖରୀରେ ରହି କୌଣସି କାର୍ଯ୍ୟର ତଦାରଖ ନକରି ଆଖି ବୁଜି ସରକାରଙ୍କ ତହବିଲ ଫାଙ୍କା କରେିବ ତାହା ମଧ୍ୟ ଚର୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଆଜି ଭଳି ଦନ ିିରେ ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଚାନ୍ଦବାଲି ବ୍ଲକରେ ଭଲ ଥିବା ରାସ୍ତା ମାନଙ୍କରେ ତାଳିପକା କାମ କରୁଥିବା ବେଳେ ଦୀର୍ଘ ବର୍ଷ ଧରି ଖରାପ ହୋଇ ପଡିଥିବା ରାସ୍ତା କୁ କିପରି ବିଭାଗୀୟ ଅଧିକାରୀ ଅଣଦେଖା କରୁଛନ୍ତି ତାହା ମଧ୍ୟ ଚର୍ଚା ଚାଲିଛି। ଚରଦିଆ ପଂଚାୟତର ରାଜରୋଜଶ୍ୱର ପଲ୍ଲୀ ଏବଂ କନକ ପଲ୍ଲୀ ଦେଇ ହବାଳି ଘାଟକୁ ଯାଇଥିବା ରାସ୍ତୋର ଖରାଦିନେର ପାଣି ଠିଆ ହେଉଥିବା ବେଳେ ଏହି ରାସ୍ତା ଦୀର୍ଘ ବର୍ଷ ର୍ଧରି ମରଣଯନ୍ତା ପାଲଟିଛି ମାତ୍ର ଏହି ରାସ୍ତାକୁ ଭଲ ଭାବେ ନିର୍ମାଣ କରିବା ପାଇଁ ଅଂଚଳବାସୀ ଦୀର୍ଘ ଦିନ ଧରି ଦାବୀ କରି ଆସୁଥେିଲ ମଧ୍ୟ ସେହି ରାସ୍ତା କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀ ତତ୍ପରତା ଦେଖାଉ ନାହାନ୍ତି। ଫଳେର ଆଜି ଭଳି ଦିନେର ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀ ମୋନ ଆଣ୍ଠିଏ ପାଣେିର ପଶି ବିଦ୍ୟାଳୟକୁ ଯାତାୟତ କରୁଥିବା େବେଳ ଏହି ରାସ୍ତା କେବେ ନିର୍ମାଣ ହେବ ତାହା ଭଗବାନଙ୍କ ଉପରେ ଭରଷା। ସବୁଠାରୁ ରୋଚକର ବିଷୟ ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧନିରେ ଥିବା ସହକାରୀ ଯନ୍ତ୍ରୀ (ଏସଡିଓ)ଜଣକ ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ -୨ ି ଦାୟିତ୍ୱରେ ନିଜ କାର୍ଯ୍ୟ ନିର୍ବାହ କରୁଥିବା ବେଳେ କୌଣସି କାର୍ଯ୍ୟ ଠିକ ଭାବେ ତଦାରଖ କରି ପାରୁ ନାହାନ୍ତି ଫଳରେ ଯେ କୌଣସି ଅଭେିଯାଗ ଆସେିଲ ମଧ୍ୟ ତାହାର ସୁ ସମାଧାନ କିପରି ଏକା ଏକା କରେିବ ସେଥିପ୍ରତି ବିଭାଗୀୟ ଯନ୍ତ୍ରୀ ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି।