Odiapua.com

ଚାନ୍ଦପୁର ଥାନା ଅଂଚଳରେ ସଡକ ସୁରକ୍ଷା ସଚେତନତା ହୋଇଯାଇଅଛି

ନୟାଗଡ/୧୪/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଇନିସ୍ପେକ୍ଟେର ରଶ୍ମୀ ରଞ୍ଜନ ଦାସ ଙ୍କର ଆବାହକତ୍ୱରେ ଏକ ସଡକ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଚାନ୍ଦପୁର ଜିଲ୍ଲା ପରିଷଦ ସଭ୍ୟ ମୀନକେତନ ସାହୁ , ପଞ୍ଚାୟତି ରାଜ ସଭ୍ୟ , ଡ୍ରାଇଭର ଓ ଜନସାଧାରଣ ମାନେ ଯୋଗ ଦେଇଥିଲେ ।

ଓଡିଶା ସ୍କାଉଡ୍ ଆଣ୍ଡ ଗାଇଡ୍ ର ପୁର୍ଣ୍ଣ ସାର ଙ୍କ ନେତୃତ୍ୱରେ ପିଲାମାନେ ଯୋଗ ଦେଇଥିଲେ । ହେଲମେଣ୍ଟ ପିନ୍ଧିବା ଜୀବନ ବଞ୍ଚାଇବା ଆଦି ଟ୍ରାଫିକ୍ ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ।