ଚରମ ଚେତାବନୀ: ସତର୍କ ରୁହ, ନଚେତ୍ ପରିଣାମ ଭୋଗ ..

ଭୁବନେଶ୍ୱର: ସତର୍କ ରୁହ, ନଚେତ୍ ପରିଣାମ ଭୋଗ ..। ଏପରି ଚରମ ଚେତାବନୀ ଦେଇଛନ୍ତି ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍ (ସିଡିଏସ୍) ଜେନେରାଲ୍ ବିପିନ ରାୱତ। ବିପିନ ରାୱତ ବିଶ୍ୱାସ କରନ୍ତି ଯେ ଏପ୍ରିଲ ୧୪ ସୁଦ୍ଧା ଭାରତ କୋଭିଡ -୧୯ ଶୃଙ୍ଖଳାକୁ ଭାଙ୍ଗିପାରିବ। ସେ କହିଛନ୍ତି ଯେ ଆମ ସମସ୍ତଙ୍କୁ ପ୍ରସ୍ତୁତ ହେବାକୁ ପଡ଼ିବ। ନଚେତ୍ ଏହି ମହାମାରୀର ଦୀର୍ଘମିଆଦି ପରିଣାମର ସାମ୍ନା କରିବାକୁ ପଡ଼ିବ। ଜେନେରାଲ ରାୱତ କହିଛନ୍ତି, ‘ଏକ ସାମରିକ କଥା ଅଛି,’ … Continue reading ଚରମ ଚେତାବନୀ: ସତର୍କ ରୁହ, ନଚେତ୍ ପରିଣାମ ଭୋଗ ..