ନୂଆ ଦିଲ୍ଲୀ ୨୧-୯ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗ୍ଲୋବାଲ ଗୋଲକିପର୍ସ ଗୋଲ୍ସ ପୁରସ୍କାର ୨୦୧୯ ପ୍ରଦାନ କରାଯିବ। ଏଥିପାଇଁ ସେ ବିଲ ଓ ମେଲିଣ୍ଡା ଗେଟ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହାତ୍ମା ଗାନ୍ଧୀଙ୍କ ସ୍ଵଚ୍ଛ ଭାରତ ସ୍ଵପ୍ନକୁ ସାକାର କରିବା ଲାଗି ବିଗତ ପାଞ୍ଚ ବର୍ଷ ମଧ୍ୟରେ ସ୍ଵଚ୍ଛତା ଏବଂ ପରିମଳ କ୍ଷେତ୍ରରେ ଭାରତ ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିଛି।
ଗ୍ଲୋବାଲ ଗୋଲକିପର୍ସ ଗୋଲ୍ସ ପୁରସ୍କାର ୨୦୧୯ ପ୍ରଦାନ ଲାଗି ବିଲ ଓ ମେଲିଣ୍ଡା ଗେଟ୍ସଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ
The Prime Minister, Shri Narendra Modi addressing at the inauguration of the various development projects, in Varanasi, Uttar Pradesh on September 18, 2018.