Odiapua.com

ଗୁରୁତର ଅବସ୍ଥାରେ ଦିଲ୍ଲୀ ଏମସରେ ଭର୍ତ୍ତି ହେଲେ ସୁଷମା ସ୍ବରାଜ

ନୂଆଦିଲ୍ଲୀ,୦୬/୦୮, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଏବେ ଗୁରୁତର ଅବସ୍ଥାରେ ଦିଲ୍ଲୀ ଏମସରେ ଭର୍ତ୍ତି ହୋଇଛନ୍ତି ମୋଦି ସରକାରରେ ବୈଦେଶିକ ମନ୍ତ୍ରୀ ରହିଥିବା ସୁଷମା ସ୍ବରାଜ । ତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି ।

ତେବେ ଗତ କିଛି ଦିନ ଧରି ଅସୁସ୍ଥ ଅଛନ୍ତି ସୁଷମା । ରିପୋର୍ଟ ଅନୁସାରେ, ତାଙ୍କୁ ହାର୍ଟ ଆଟାକ ଆସିବା ପରେ ଏବେ ଏମସରେ ଭର୍ତ୍ତି କରାଯାଇଛି ।