Odiapua.com

ଗିରିଗାଁ ବାଲିଘାଟ ପାଇଁ ବିଡର ଚୟନ

ହାଟଡ଼ିହି-୨୨/୩, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଗିରିଗାଁ ବୈତରଣୀ ବାଲିଘାଟ ପାଇଁ ବିଡର ଚୟନ ପ୍ରକ୍ରୀୟା ଶେଷ ହୋଇଛି । ତହସିଲ ପକ୍ଷରୁ ବିଜ୍ଞାପନ ସଂଖ୍ୟା ୩୪୨ରେ ୨୬/୨/୨୦୨୧ରେ ଏହି ବାଲିଘାଟ ନିଲାମ ପାଇଁ ଟେଣ୍ଡର ଡକାଯାଇଥିବାବେଳେ ଏଥିରେ ୧୫ଜଣ ଦରଖାସ୍ତ କରିଥିଲେ । ଏଥିରେ ସର୍ବୋଚ୍ଚ ବିଡର ଭାବେ ଭୁବନେଶ୍ୱରର କୌଶିକ ସାହାଙ୍କୁ ଚୟନ କରାଯାଇଥିବା ନେଇ ତହସିଲ ପକ୍ଷରୁ ଚିଠିନଂ ୧୧୩୯ ତା ୭/୩/୨୦୨୧ରେ ନୋଟିସ ଜାରି କରାଯାଇଛି ।