Odiapua.com

ଗିରଫ ହେଲେ ମେହେବୁବା

ନୂଆଦିଲ୍ଲୀ, ୦୫/୦୮, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ,): ଆଜି ଗିରଫ ହୋଇଛନ୍ତି କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡ଼ିପି ମୁଖ୍ୟ ମେହବୁବା ମୁଫତି । ଗତକାଲିଠାରୁ ନଜରବନ୍ଦୀ ଥିଲେ ମେହବୁବା । ଗିରଫ ପରେ ତାଙ୍କୁ ହରି ନିୱାସ ଗେଷ୍ଟ ହାଉସକୁ ନିଆଯାଇଛି ।