Odiapua.com

ଗିରଫ ହେଲେ ଓମାର ଅବଦୁଲା

ନୂଆଦିଲ୍ଲୀ, ୫/୮: ଆଜି ଗିରଫ ହୋଇଛନ୍ତି କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା । ପୋଲିସ ଗିରଫ କରିବା ପରେ ତାଙ୍କୁ ହରି ନିୱାସ ଗେଷ୍ଟ ହାଉସକୁ ନିଆଯାଇଛି ।
ସେହିପରି କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡ଼ିପି ମୁଖ୍ୟ ମେହବୁବା ମୁଫତି ମଧ୍ୟ ଗିରଫ ହୋଇଛନ୍ତି । ତାଙ୍କୁ ମଧ୍ୟ ହରି ନିୱାସ ଗେଷ୍ଟ ହାଉସରେ ରଖାଯାଇଛି ।