Odiapua.com

ଗାଁ କୁ ନାହିଁ ବିଜୁଳି

ମାଲକାନଗିରି,୨୧/୧୦,(ଓଡ଼ିଆ ପୁଅ ପି ନାୟକ): ଗାଁ କୁ ନାହିଁ ବିଜୁଳି । ଅନ୍ଧାରରେ ଜୀବନ ବିତାଉଛନ୍ତି ଲୋକେ । ଏହି ଦୃଶ୍ୟ ମାଲକାନଗିରି ଏମଭି ୭୫ ଗାଁ ରେ ଦେଖିବାକୁ ମିଳିଛି । ଦୀର୍ଘ ମାସ ଧରି ଅନ୍ଧାରରେ ଜୀବନ କାଟୁଛନ୍ତି ଲୋକେ । ବିଜୁଳି ଟ୍ରାନ୍ସଫର୍ମର ଖରାପ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି । ତେବେ ଖରାପ ଟ୍ରାନ୍ସଫର୍ମର ବଦଳାଇ ନୂଆ ଟ୍ରାନ୍ସଫର୍ମରହବି ଆଜିଯାଏଁ ଲଗାଯାଇନଥିବା ଲୋକେ ଅଭିଯୋଗ କରିଛନ୍ତି । ହଁ ହେଇଯିବ କହି ଆଜି ପର୍ଯ୍ୟନ୍ତ ବି ଏହାର ସମାଧାନ ହୋଇନଥିବା ସୂଚନା ମିଳିଛି ।