ଗଳାରୁ କରୋନା ଭୂତାଣୁ ସଫା କରିଦେବ ମଦ: ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସ ବିଧାୟକଙ୍କ ଚିଠି ..

ଭୁବନେଶ୍ୱର: କରୋନା ଭୂତାଣୁ ଆତଙ୍କ ଯୋଗୁଁ ସାରା ଦେଶରେ ଲକ୍ ଡାଉନ୍ ଜାରି ରହିଛି। ଏଥିନେଇ ଅନେକ ପ୍ରତିବନ୍ଧକ ଲଗାଯାଇଛି। ଲକ୍ ଡାଉନ୍ ଯୋଗୁଁ ସାରା ଦେଶରେ ମଦ ଦୋକାନ ମଧ୍ୟ ବନ୍ଦ ରହିଛି। ତେବେ, ଏହି ସମୟରେ ରାଜସ୍ଥାନର କୋଟା ସ୍ଥିତ ସାଙ୍ଗୋଡ ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ଭାରତ ସିଂ କୁନ୍ଦନପୁର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ଏକ ଚିଠି ଲେଖି ମଦ ଦୋକାନ ଖୋଲିବାକୁ ନିବେଦନ କରିଛନ୍ତି। କଂଗ୍ରେସ ବିଧାୟକ ଏଥିପାଇଁ ଯୁକ୍ତି କରିଛନ୍ତି … Continue reading ଗଳାରୁ କରୋନା ଭୂତାଣୁ ସଫା କରିଦେବ ମଦ: ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସ ବିଧାୟକଙ୍କ ଚିଠି ..