Odiapua.com

ଗଞ୍ଜେଇ ବୋଝେଇ କାରରେ ନିଆଁ ଲାଗିଲା

ମାଲକାନଗିରି ୨୨-୯ (ଓଡ଼ିଆ ପୁଅ) ମାଲକାନଗିରି କାଲିମେଳା ଜାତୀୟ ରାଜପଥ ଏମ ଭି ୧୬ ଗ୍ରାମ ଠାରେ ଏକ ଗଞ୍ଜେଇ ବୋଝେଇ କାର ରେ ନିଆଁ ଲାଗି ପୋଡି ଗଲା। ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ୍ତ କରିଥିବା ବେଳେ ଘଟଣା ସ୍ଥଳରେ ମାଲକାନଗିରି ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି।