Odiapua.com

ଗଞ୍ଜେଇ ଚୋରା ଚାଲାଣ ବେଳେ ୨ ଗିରଫ

ଯାଜପୁର, ୩୧/୭, (ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଯାଜପୁର ସଦର ଥାନା ପୋଲିସକୁ ମିଳିଛି ବଡ ସଫଳତା। ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ସଦର ପୋଲିସକୁ ସଫଳତା ମିଳିଛି ଚଡାଉରେ।

ଫଳରେ ଦୁଇ ଗଞ୍ଜେଇ ବେପାରୀ ଗିରଫ ହୋଇଛନ୍ତି। ଯାଜପୁର ସଦର ଥାନା ବାଙ୍କ ସାହି ଅଞ୍ଚଳରେ ଚଢାଚ ପରେ ହାରାହାରି ୬୫ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଜବତ କରିଛି ସଦର ପୋଲିସ।