Odiapua.com

ଖଟିରେ ୭୫ତମ ସ୍ୱାଧିନତା ଦିବସ ପାଳିତ

ହାଟଡ଼ିହି, ୧୫ । ୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ଖଟିରେ ୭୫ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଉଦବୋଧନ ଦେଇଥିଲେ । ଏହି ଉତ୍ସବରେ ବରିଷ୍ଠ ନାଗରିକ ନିରାକାର ପାତ୍ର, ବାବାଜି ଚରଣ ଜେନା, ଚିତ୍ତ ରଞ୍ଜନ ପାତ୍ର ଚିତ୍ତରଞ୍ଜନ ନାୟକ, ସନ୍ଦିପ ପାତ୍ର, ଜୟଦେବ ଚକ୍ର, ସ୍ନେହାଶୁଂ ଦାସ, ଅଭିମନ୍ୟୁ ବେହେରା, ହରେକୃଷ୍ଣ ବେହେରା, ଶିବାନନ୍ଦ ନାୟକ, ପାର୍ଥସାରଥି ନାୟକ, ସନ୍ତୋଷ କୁମାର ନାୟକ, ରାଜୁ ମାଝୀ, ପ୍ରଦୀପ କୁମାର ଜେନା, ଲିଟୁ ରାଉତ ପ୍ରମୁଖ ପୁସ୍ଥିତ ରହି ଜାତୀୟ ସଂଗୀତ ଗାନ କରିଥିଲେ ।