Odiapua.com

କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଅସୁସ୍ଥ – ମୁମ୍ବାଇର ଲିଲାବତୀ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ ୨୬ ଅଗଷ୍ଟ (ଓଡ଼ିଆ ପୁଅ) ବିବାଦ ଘେରରେ ଥିବା କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ସ୍ୱାସ୍ଥ୍ୟ ଗୁରୁବାର ଦିନ ହଠାତ୍ ସ୍ୱାସ୍ଥ୍ୟ ଖରାପ ହୋଇଯାଇଛି। ସର୍ବଶେଷ ସୂଚନା ଅନୁଯାୟୀ ତାଙ୍କୁ ମୁମ୍ବାଇର ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟଯେ, ଚାପୁଡ଼ା ମାରିବା ମନ୍ତବ୍ୟକୁ ନେଇ ସେ ତାଙ୍କୁ ଗିରଫ କରାଯାଇଥିଲା ଏବଂ ପରେ ତାଙ୍କୁ ଜାମିନ୍‌ ମିଳିଥିଲା।