Odiapua.com

କେନ୍ଦ୍ରୀମନ୍ତ୍ରୀ ଧର୍ମେନ୍ଦ୍ର ଏବଂ ପ୍ରତାପଙ୍କୁ ଶୁଭେଚ୍ଛା ଜଣେଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର ୩୧-୫ (ଓଡ଼ିଆ ପୁଅ) ଓଡ଼ିଶାରୁ ଦୁଇଜଣ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ଶପଥ ଗ୍ରହଣ କରିଥିବେ ବେଳେ ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରଥମଥର ପାଇଁ ବାଲେଶ୍ୱରରୁ ସାଂସଦ ବନିଥିବା ପ୍ରତାପ ଷଢ଼ଙ୍ଗୀ ଶପଥ ଗ୍ରହଣ କରିଛନ୍ତି। ତେବେ, ଓଡ଼ିଶାରୁ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପଙ୍କୁ ଷଡ଼ଙ୍ଗୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଧେଇ ଜଣାଇବା ସହିତ ପ୍ରତ୍ୟେକ ଭାରତୀୟ ଭାରତୀୟଙ୍କର ଆଶା ଏବଂ ଆକାଂକ୍ଷା ପୂରଣ କରିବା ସହିତ କେନ୍ଦ୍ରରେ ଓଡିଶାର ସ୍ୱର ଉତ୍ତୋଳଳ କରିବେ ବୋଲି ଆଶା କରିବା ସହିତ ସଫଳତା କାମ କରିଛନ୍ତି।