Odiapua.com

କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନାମରେ ଫେକ ଫେସବୁକ ଆଡି

କେନ୍ଦ୍ରାପଡ଼ା, ୨୯ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ନାମରେ କେହି ଏକ ଫେକ ଫେସବୁକ ଆଇଡି ଖୋଲି ବିଭିନ୍ନ ଲୋକଙ୍କ ଠାରୁ ଅର୍ଥ ମାଗୁଥିବା ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଋତୁରାଜ ଟୁଇଟ କରି ଜଣାଇଛନ୍ତି। ତେଣୁ ସେଭଳି ବ୍ୟକ୍ତିଙ୍କ ସହ କୈାଣସି ଅର୍ଥ କାରବାର ନକରିବାକୁ ଜିଲ୍ଲାପାଳ ଜନସାଧାରଣଙ୍କୁ ସତର୍କ କରାଇଦେଇଛନ୍ତି। ଏଭଳି କୈାଣସି ମେସେଜ କୈାଣସି ବ୍ୟକ୍ତିଙ୍କ ମୋବାଇଲକୁ ଗଲେ ତାହାକୁ ଗୁରୁତ୍ୱ ନଦେବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି।