କାହିଁକି ମନ୍ତ୍ରୀପଦ ହରାଇଲେ ସୌମ୍ୟ?

ଭୁବନେଶ୍ୱର ୨-୬ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ଦୀର୍ଘ ବର୍ଷ ଧରି ରାଜନୀତିରେ ସଫଳତା ହାସଲ କରିପାରୁନଥିବା ସୌମ୍ୟ ପଟ୍ଟନାୟକ ବିଜେଡ଼ିରେ ଯୋଗ ଦେଇ ରାଜନୀତିରେ ପ୍ରଥମ ସୋପାନ ଚଢ଼ିଥିଲେ। ବିଜେଡ଼ିରେ ଯୋଗ ଦେବା କ୍ଷଣି ତାଙ୍କୁ ମିଳିଯାଇଥିଲା ରାଜ୍ୟସଭା ସାଂସଦ ପଦ। ନିଜର ମିଡ଼ିଆ ହାଉସ୍ କୁ ବ୍ୟବହାର କରି ସେ ବିଜେଡ଼ି ଦଳ ଭିତରେ ନିଜର ପତିଆରା ବୃଦ୍ଧି କରିବା ପାଇଁ ଚେଷ୍ଟା କରୁଥିଲେ। ବିଜେଡ଼ି ପରି କ୍ଷମତାଶୀଳ ରାଜନୈତିକ ଦଳକୁ ନିଜର ଅକ୍ତିଆରକୁ ଆଣିବାପାଇଁ … Continue reading କାହିଁକି ମନ୍ତ୍ରୀପଦ ହରାଇଲେ ସୌମ୍ୟ?