Odiapua.com

କାର୍ଯ୍ୟରେ ପୁନଃ ଅବସ୍ଥାପିତ ହେଲେ ପଙ୍କଜ ପଟେଲ

ଭୁବନେଶ୍ଵର,୨୫/୧୦,(ଓଡ଼ିଆ ପୁଅ ପି ନାୟକ): ନିଜ କାମରେ ଅବହେଳା ଯୋଗୁଁ ଗତ ୧୩ ତାରିଖରେ ନିଲମ୍ବିତ ହୋଇଥିବା ସୁନ୍ଦରଗଡ଼ ସିଡିଏମଓ ପଙ୍କଜ ପଟେଲ ଙ୍କୁ ସରକାର ପୁଣି କାର୍ଯ୍ୟରେ ଅବସ୍ଥାପିତ କରିଛନ୍ତି । ଗତକାଲି ସରକାର ଏନେଇ ନିଷ୍ପତ୍ତି ନେଇଥିଲେ । ତେବେ ସୂଚନା ଯୋଗ୍ୟ ଯେ, ମୋ ସରକାର କାର୍ଯ୍ୟକ୍ରମ ରେ ପଙ୍କଜ କାର୍ଯ୍ୟ ରେ ଅବହେଳା ପ୍ରଦର୍ଶନ ଯୋଗୁଁ ସରକାର ତାଙ୍କୁ ଚାକିରୀରୁ ନିଲମ୍ବନ କରିଥିଲେ ।