Odiapua.com

କାନପୁର ନିକଟରେ ମାଲବାହୀ ଟ୍ରେନ ଲାଇନ୍‌ଚ୍ୟୁତ – ୮ ଟି ଟ୍ରେନ ବାତିଲ ଏବଂ ୨୨ଟି ଟ୍ରେନ୍‌ ର ରୁଟ ପରିବର୍ତ୍ତନ

ନୂଆ ଦିଲ୍ଲୀ ୧୫ -୧୦ (ଓଡ଼ିଆ ପୁଅ) କାନପୁର ନିକଟରେ ମାଲବାହୀ ଟ୍ରେନ ଲାଇନ୍‌ଚ୍ୟୁତ ହେବା ଫଳରେ ୮ ଟି ଟ୍ରେନ ବାତିଲ ହେବା ସବ ୧୨ଟି ଟ୍ରେନ୍‌ ର ରୁଟ ପରିବର୍ତ୍ତନ କରାଯାଇଛି। ଏହି ଘଟଣା କାନପୁର ଠାରୁ ୫୩ କିଲୋମିଟର ଦୂରରେ ଥିବା ଆମ୍ବିଆପୁର ନିକଟରେ ଘଟିଛି। ନୂଆ ଦିଲ୍ଲୀରୁ ଫେରୁଥିବା ମାଲବାହୀ ଖାଲି ଟ୍ରେନର ଡବା ଗୁଡ଼ିକ ଲାଇନ୍‌ ଚ୍ୟୁତ ହୋଇ ପଡ଼ିଛନ୍ତି। ତେବେ ଦେଖନ୍ତୁ କେଉଁ ଟ୍ରେନ ବାତିଲ ଏବଂ କାହାର ରୁଟ୍‌ରେ ହୋଇଛି ପରିବର୍ତ୍ତନ।