କରୋନା ମୁକାବିଲା ପାଇଁ ନଟିଆର ସହଯୋଗ ନେଲେ ରାଜ୍ୟ ସରକାର

ଭୁବନେଶ୍ୱର: ମହାମାରୀ କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରୟାସ ଜାରୀ ରଖିଛନ୍ତି। ଏଥିପାଇଁ ଭିନ୍ନ ଭିନ୍ନ ପ୍ରକାର ପ୍ରୟୋଗ ଏବଂ ପ୍ରୟାସ କରାଯାଉଛି। ଲୋକଙ୍କୁ ବିଭିନ୍ନ ଉପାୟରେ ସଚେତନ କରାଯାଉଛି। ଏହି କ୍ରମରେ ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ତଥା ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା ପାଇଁ ନଟିଆର ସହଯୋଗ ନେଇଛନ୍ତି। ରାଜ୍ୟ ସରକାରଙ୍କ ସୂଚନା ଏବଂ ଲୋକ ସଂପର୍କ ବିଭାଗ ପକ୍ଷରୁ ଓଡ଼ିଶାରେ ଲୋକପ୍ରିୟ ହୋଇଥିବା କମେଡି … Continue reading କରୋନା ମୁକାବିଲା ପାଇଁ ନଟିଆର ସହଯୋଗ ନେଲେ ରାଜ୍ୟ ସରକାର