କରୋନା ଭାଇରସ୍: ଆସିଗଲା ଭ୍ୟାକ୍ସିନ୍ GPB21D!

ଭୁବନେଶ୍ୱର: ଖୁସି ଖବର। କରୋନା ଭାଇରସ୍ ଭ୍ୟାକ୍ସିନ୍ ଆସିଯାଇଛି! ଭ୍ୟାକ୍ସିନ୍ ନାଁ ହେଲା ‘GPB21D’ (ଜିପିବି୨୧ଡି)। ଯଦି ଆପଣ ଏହାକୁ ୨୧ ଦିନ ପର୍ଯ୍ୟନ୍ତ ବ୍ୟବହାର କରିବେ ତେବେ ଆପଣଙ୍କୁ କରୋନା ଭାଇରସ୍ ହେବ ନାହିଁ। ଏହାସହ ଏହା ଅନ୍ୟକୁ ସଂକ୍ରମିତ କରିବ ନାହିଁ। କରୋନା ଭାଇରସ୍ ଆତଙ୍କରେ ଏବେ ସମଗ୍ର ବିଶ୍ଵ ଆତଙ୍କିତ। କିପରି ଏହି ଭାଇରସ୍ ଶୀଘ୍ର ସମାପ୍ତ ହେବ ସମସ୍ତେ ଅପେକ୍ଷା କରି ରହିଛନ୍ତି। ଭାଇରସ୍ ସଂକ୍ରମିତ ନହେବା ପାଇଁ ଲକ୍ ଡାଉନକୁ … Continue reading କରୋନା ଭାଇରସ୍: ଆସିଗଲା ଭ୍ୟାକ୍ସିନ୍ GPB21D!