Odiapua.com

କରୋନା ପାଇଁ ବ୍ୟାଙ୍କ ବନ୍ଦ

ହାଟଡିହି ୧୪ । ୯ : ହାଟଡିହି ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଆଜି ପ୍ରଚାର ହୋଇଯିବା ପରେ ଲୋକମାନଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇବାରୁ ବ୍ୟାଙ୍କ କର୍ତ୍ତୁପକ୍ଷ ବାଧ୍ୟହୋଇ ବ୍ୟାଙ୍କକୁ ବନ୍ଦ କରିଦେଇଥିବା ଜଣାଯାଇଛି ।