କରୋନା ଆତଙ୍କ; ଦୁହିଁଙ୍କ ଉପରେ ଭରଷା: ଆମେ ଅଛେ ସବୁଠୁ ସୁରକ୍ଷିତ

ଭୁବନେଶ୍ୱର: ମହାମାରୀ କରୋନା ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ବଡ଼ବଡ଼ ଉନ୍ନତିଶୀଳ ଦେଶ କରୋନାର କରାଳ ପ୍ରକୋପ ଆଗରେ ହାରମାନି ଯାଉଛନ୍ତି। ତେବେ, ଏ’ ଭିତରେ ବାମପନ୍ଥୀଙ୍କ ସମେତ କିଛି କଂଗ୍ରେସୀ ନେତା କରୋନା ମୁକାବିଲା ନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ଅଯଥା ସମାଲୋଚନା କରୁଛନ୍ତି। ସ୍ଥିତି ଉଦବେଗଜନକ ଥିଲେ ମଧ୍ୟ ଭାରତର ସ୍ଥିତି ତୁଳନାତ୍ମକ ଭାବରେ ଭଲ ରହିଛି। ଭାରତ ସରକାରଙ୍କ ପଦକ୍ଷେପକୁ ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ସମେତ ଆମେରିକା ପରି … Continue reading କରୋନା ଆତଙ୍କ; ଦୁହିଁଙ୍କ ଉପରେ ଭରଷା: ଆମେ ଅଛେ ସବୁଠୁ ସୁରକ୍ଷିତ