Odiapua.com

କରୋନାରେ ପୀଡିତ ମନମୋହନ ସାମଲଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ଦୀପଦାନ

ଭଦ୍ରକ, ୧୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବତନ ମନ୍ତ୍ରୀ ଶ୍ରୀ ମନମୋହନ ସାମଲ ନିକଟରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାବେଳେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ସ୍ଥାନୀୟ ରାମ ମନ୍ଦିର ଠାରେ ଦୀପଦାନ ଓ ହୋମଯଜ୍ଞ କରାଯାଇଥିଲା । ଏଥିରେ କୈଳାଶ ଗୁପ୍ତାଙ୍କ ନେତୃତ୍ୱରେ ମନୋଜ କୁମାର ମଲ୍ଳିକ, ନାରାୟଣଚନ୍ଦ୍ର ରାଉତ, ଅନନ୍ତ ଜେନା, ଭରତ ଭୁୟାଁ, ସୁରେନ୍ଦ୍ର ସେଠୀ, ଅବିନାଶ ଲେଙ୍କା, ବ୍ରଜକିଶୋର ମଲ୍ଲିକ, ମନୋଜ କୁମାର ସିଂହ, ସଞ୍ଜୟ ସ୍ୱାଇଁ, ଶ୍ରୀଧର ବେହେରା, ରାଜେଶ ବେହେରା, ପ୍ରହଲ୍ଲାଦ ମହାପାତ୍ର, ସୁଧାକର ମହାନ୍ତି, ମଧୁସୁଦନ ସାହୁ, ବଟକୃଷ୍ଣ ଦାସ, ଚନ୍ଦ୍ରମଣୀ ନାୟକ, ବନବିହାରୀ ବାରିକ, ପରିକ୍ଷିତ ଦାସ, ଶକ୍ତିଦତ୍ତ ଦାଶ, ଶ୍ରୀକାନ୍ତ ମଲ୍ଲିକ, ମାନସୀ ଜେନା, ପୁୁଷ୍ପାଞ୍ଚ ଳି ବେହେରା, ସନ୍ଧ୍ୟାକାମିନୀ ବିଶ୍ୱାଳ, ମିନତୀ ସେଠୀ, କବିତାରାଣୀ ରାୟ ପ୍ରମୁଖ ଉପସ୍ଥିତ ହୋଇ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀଯୁକ୍ତ ସାମଲଙ୍କ ଆଶୁ ଆରୋଗ୍ୟ କାମନା କରି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।