କରୋନାରୁ ମୁକ୍ତି ପାଇଁ ହନୁମାନ ଚାଳିଷା ପାଠ କର: କିଏ କହିଲା ଏ କଥା?

ଭୁବନେଶ୍ୱର: କରୋନା ଭାଇରସ୍ ଆତଙ୍କରୁ ମୁକ୍ତି ପାଇବାକୁ ହେଲେ ହନୁମାନ ଚାଳିଷା ପାଠ କରନ୍ତୁ। ମହାମାରୀ କରୋନା ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏହାର ପ୍ରତିକାର ପାଇଁ ବିଭିନ୍ନ ଦେଶ ଅଦ୍ୟମ ଚେଷ୍ଟା କରୁଛନ୍ତି। ଏପରି ସ୍ଥିତି ଭିତରେ କରୋନା ମହାମାରୀରୁ ମୁକ୍ତି ପାଇବାକୁ ହେଲେ ହନୁମାନ ଜୟନ୍ତୀ ଅବସରରେ ହନୁମାନ ଚାଳିଷା ପାଠ କରିବାକୁ କହିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ। https://www.facebook.com/TheKamalNath/videos/857439628103939/ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ହନୁମାନ ଜୟନ୍ତୀ … Continue reading କରୋନାରୁ ମୁକ୍ତି ପାଇଁ ହନୁମାନ ଚାଳିଷା ପାଠ କର: କିଏ କହିଲା ଏ କଥା?