Odiapua.com

“କଥା ରହିଗଲା କାଳ କାଳକୁ” ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ନାଟକ

ଖୋର୍ଦ୍ଧା;୨୩,ଅକ୍ଟୋବର:ପବିତ୍ର ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ନିରାକାରପୁର ଲକ୍ଷ୍ମୀ ବଜାରଠାରେ ପ୍ରତ୍ୟକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଗଜଲକ୍ଷ୍ମୀ ପୂଜା ମେଢ଼ ହେଉଛି।ଏହି ଅବସରରେ ଆସନ୍ତା ୩୦ ତାରିଖରେ ନାଟକ “କଥା ରହିଗଲା କାଳ କାଳକୁ” ମଞ୍ଚସ୍ଥ ହେବ ବୋଲି ଆୟୋଜଙ୍କ ପକ୍ଷରୁ କୁହାଯାଇଛି।ଅଶୋକ ପ୍ରଧାନ ନାଟକଟିର ନିର୍ଦ୍ଦେଶନା ଦେଇଛନ୍ତି।ଉପଦେଷ୍ଟା ମଣ୍ଡଳୀରେ ନକୂକ କୁମାର ଜେନା,ପ୍ରଫୁଲ କୁମାର ରାଉତରାୟ, କେଶବ ଚନ୍ଦ୍ର ରାଉତରାୟ ଏବଂ ବାବୁଲି ଜଗଦ୍ଦେବ ପ୍ରମୁଖ ରହିଛନ୍ତି।/ଦେବଦତ୍ତ