Odiapua.com

କଟକ : ରାସ୍ତା ମଝିରେ ହଠାତ ହେଲା ଜଳ ବିସ୍ପୋରଣ, ରାସ୍ତା ଫଟାଇ ୨୦ ଫୁଟ ଉପରକୁ ଉଠିଲା ପାଣି, ଲୋକେ ଡରିଗଲେ

କଟକ, ୬/୧୦ (ଓଡ଼ିଆ ପୁଅ /ଅଭୟ ଜେନା ) ସିଲଭର ସିଟି କଟକ ସହରର ପ୍ରମୁଖ ଜନଗହଳି ପୂର୍ଣ୍ଣ ସ୍ଥାନ ରାଜାବଗିଚା ରାସ୍ତା ମଝିରେ ହଠାତ ଉପରକୁ ଉଠିଲା ପାଣିର ଫୁଆରା। ରାସ୍ତାଘାଟ ଜଳାର୍ଣ୍ଣବ ହୋଇଗଲା। ଜଣାଗଲା ପାଣି ପାଇପ ଫାଟି ଏପରି ଘଟିଛି। ଖବର ପାଇ ବିଭାଗୀୟ ଅଧିକାରୀମାନେ ପହଂଚି ଘଟଣା ର ଅନୁଧ୍ୟାନ କରୁଛନ୍ତି। ଏଥିନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।