Odiapua.com

କଂଗ୍ରେସ ସାଂସଦ ଶଶି ଥରୂରଙ୍କ ବିରୁଦ୍ଧରେ ଆରେଷ୍ଟ ୱାରେଣ୍ଟ ଜାରୀ : ଜାଣନ୍ତୁ କ’ଣ ପାଇଁ

ନୂଆ ଦିଲ୍ଲୀ ୨୧-୧୨ (ଓଡ଼ିଆ ପୁଅ) ତିରୁବନନ୍ତପୁରମରୁ କଂଗ୍ରେସ ପାର୍ଟୀର ସାଂସଦ ଶଶି ଥରୂରଙ୍କ ବିରୁଦ୍ଧରେ ତ୍ରିବେନ୍ଦ୍ରମର କୋର୍ଟ ଆରେଷ୍ଟ ୱାରେଣ୍ଟ ଜାରୀ କରିଛନ୍ତି। କୋର୍ଟ ଏହି ୱାରେଣ୍ଟ ଶଶି ଥରୂରଙ୍କର ନିଜର ଏକ ପୁସ୍ତକରେ ହିନ୍ଦୁ ମହିଳାମାନଙ୍କୁ କଥିତ ରୂପରେ ବଦନାମ କରିବା ପାଇଁ ତାଙ୍କ ବିରୁଦ୍ଧରେ ଦାୟର ଏକ ମାମଲାରେ ସମ୍ବନ୍ଧରେ ଜାରୀ କରାଯାଇଛି।