Odiapua.com

ଓଡିଶାରେ ଆଉ ୧୪ ଓମିକ୍ରନ୍ ମାମଲା ଚିହ୍ନଟ : ମୋଟ ୭୫

ଓଡିଶାରେ ଆଉ ୧୪ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି। ଏହା ସହ ମୋଟ ୭୫ ଓମିକ୍ରନ ସଂକ୍ରମିତ ହୋଇଥିବା ବେଳେ ୫ ଜଣ ସୁସ୍ଥ ହୋଇଛନ୍ତି। ନୂଆ ସଂକ୍ରମଣକୁ ନେଇ ଓମିକ୍ରନ୍ ଚିହ୍ନଟ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଛି ILS. ଡିସେମ୍ବର ୨୧ରେ ରାଜ୍ୟରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ଅପର ପକ୍ଷରେ ଆଜି ସକାଳେ ଦେଶରେ ମୋଟ ଓମିକ୍ରନ୍ ମାମଲା ୩୦୭୧ କୁ ବୃଦ୍ଧି ପାଇଥିଲା। କିନ୍ତୁ ଭଲ ଖବର ଏହାଯେ, ଏପର୍ଯ୍ୟନ୍ତ ୧୨୦୩ ଜଣ ଲୋକ ସୁସ୍ଥ ହୋଇଛନ୍ତି।ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଣାଳୟ ଏହି ସୂଚନା ଦେଇଥିଲା।

ତେବେ,ମହାରାଷ୍ଟ୍ରରେ ସର୍ବାଧିକ ୮୭୬ ଓମିକ୍ରନ ସଂକ୍ରମିତ ହୋଇଥିବା ବେଳେ ୩୮୧ ଜଣ ସୁସ୍ଥ ହୋଇଛନ୍ତି।ଦିଲ୍ଲୀରେ ୫୧୩ ଓମିକ୍ରନ ସଂକ୍ରମିତ ହୋଇଥିବା ବେଳେ ୫୭ ଜଣ ସୁସ୍ଥ ହୋଇଛନ୍ତି।ଓଡ଼ିଶା ବର୍ତ୍ତମାନ ସଂକ୍ରମିତଙ୍କ ସହ ସଂଖ୍ୟା ୭୫କୁ ବୃଦ୍ଧି ପାଇଥିବା ବେଳେ ୫ ଜଣ ସୁସ୍ଥ ହୋଇଛନ୍ତି। ମୋଟରେ ୩୦୭୧ ଓମିକ୍ରନ ସଂକ୍ରମିତ ହୋଇଥିବା ବେଳେ ୧୨୦୩ ଜଣ ସୁସ୍ଥ ହୋଇଛନ୍ତି।

ଅନ୍ୟପଟେ ରାଜ୍ୟରେ ଆଜି ୩୬୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ଆଜି ୩୬୭୯ ନୂଆ ଆକ୍ରାନ୍ତ,
ନୂଆ ଆକ୍ରାନ୍ତ: ୩୬୭୯
୦-୧୮ ବର୍ଷର : ୩୮୪
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୧୪୮
– ସ୍ଥାନୀୟ ଅଞ୍ଚଳରୁ୧୫୩୧
୧- ଅନୁଗୁଳ ଜିଲ୍ଲାରୁ – ୫୫
୨- ବାଲେଶ୍ୱର ଜିଲ୍ଲାରୁ – ୧୪
୩- ବରଗଡ଼ ଜିଲ୍ଲାରୁ – ୪୮
୪- ଭଦ୍ରକ ଜିଲ୍ଲାରୁ – ୧୮
୫- ବଲାଙ୍ଗୀର ଜିଲ୍ଲାରୁ – ୩୫
୬- ବୌଦ୍ଦ ଜିଲ୍ଲାରୁ – ୨
୭- କଟକ ଜିଲ୍ଲାରୁ – ୩୧୦
୮- ଦେବଗଡ଼ ଜିଲ୍ଲାରୁ – ୨୦
୯- ଢେଙ୍କାନାଳ ଜିଲ୍ଲାରୁ – ୫
୧୦- ଗଜପତି ଜିଲ୍ଲାରୁ – ୧୫
୧୧- ଗଞ୍ଜାମ ଜିଲ୍ଲାରୁ – ୪୨
୧୨- ଜଗତସିଂହପୁର ଜିଲ୍ଲାରୁ – ୧୭
୧୩- ଯାଜପୁର ଜିଲ୍ଲାରୁ – ୭୮
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୧୩୪
୧୫- କଳାହାଣ୍ଡି ଜିଲ୍ଲାରୁ – ୧୩
୧୬- କନ୍ଧମାଳ ଜିଲ୍ଲାରୁ – ୬
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୦
୧୮- କେନ୍ଦୁଝର ଜିଲ୍ଲାରୁ – ୪୪
୧୯- ଖୋର୍ଦ୍ଧାରୁ : ୧୨୨୩
୨୦- କୋରାପୁଟ ଜିଲ୍ଲାରୁ – ୩୬
୨୧- ମୟୁରଭଞ୍ଜ ଜିଲ୍ଲାରୁ – ୮୦
୨୨- ନବରଙ୍ଗପୁର ଜିଲ୍ଲାରେ: ୪୪
୨୩- ନୟାଗଡ଼ ଜିଲ୍ଲାରୁ – ୧୦
୨୪- ନୂଆପଡ଼ା ଜିଲ୍ଲାରୁ – ୨୩
୨୫- ପୁରୀ ଜିଲ୍ଲାରୁ – ୧୦୦
୨୬- ରାୟଗଡ଼ା ଜିଲ୍ଲାରୁ – ୨୧
୨୭- ସମ୍ବଲପୁର ଜିଲ୍ଲାରୁ – ୩୭୨
୨୮- ସୋନପୁର ଜିଲ୍ଲାରୁ – ୩୩
୨୯- ସୁନ୍ଦରଗଡ଼ ଜିଲ୍ଲାରୁ – ୫୮୨
୩୦- State Pool: ୨୮୯
– ନୂଆ ସୁସ୍ଥ ହୋଇଥିଲେ୨୫୩
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୬୦୩୪୪୬୯
– ମୋଟ ଆକ୍ରାନ୍ତ ୧୦୬୬୧୫୫
– ମୋଟ ସୁସ୍ଛ ହୋଲେଣି ୧୦୪୫୯୭୧
– ସକ୍ରୀୟ ଆକ୍ରାନ୍ତ – ୧୧୬୬୩