ଓଡ଼ିଶା ବିଜେପିରେ ଶୀତଳ ଯୁଦ୍ଧ !

ଭୁବନେଶ୍ୱର: ବିଜେପିରେ ଏବେ ଚାଲିଛି ସାଙ୍ଗଠନିକ ନିର୍ବାଚନ।ଜିଲ୍ଲା ସଭାପତି ନିର୍ବାଚନ ସରିବା ପରେ ହେବ ରାଜ୍ୟ ସଭାପତି ନିର୍ବାଚନ ଏବଂ ଏହାପରେ ରାଷ୍ଟ୍ରୀୟ ସଭାପତି ନିର୍ବାଚନ।ନିର୍ବାଚନ ନୁହେଁ ସହମତିରେ ହେବ ରାଜ୍ୟ ସଭାପତି ଚୟନ ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଉଛି।ତେବେ, ପୂର୍ବ ଥର ପରି ଏଥର ମଧ୍ୟ କେବଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନୋନୀତ ନେତା ହେବେ ସଭାପତି ନାଁ ଏଥିରେ ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ପ୍ରତାପ ଷଡ଼ଙ୍ଗୀ, ସମ୍ବିତ ପାତ୍ର, ଜୁଏଲ ଓରାମ, … Continue reading ଓଡ଼ିଶା ବିଜେପିରେ ଶୀତଳ ଯୁଦ୍ଧ !