Odiapua.com

ଓଡ଼ିଶା ଆସୁଛନ୍ତି ଆର୍ ଏସ ଏସ ମୋହନ ଭାଗୱତ

ଭୁବନେଶ୍ଵର,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ଓଡ଼ିଶା ଗସ୍ତରେ ଆସୁଛନ୍ତି ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗୱତ । ତେବେ ଆସନ୍ତା ୧୨ରୁ ୨୦ ଯାଏଁ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ଆରଏସ୍ଏସ୍ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି  ମୋହନ ଭାଗବତ ଓଡ଼ିଶା ଆସୁଛନ୍ତି । ୯ ଦିନ ସେ ଓଡିଶାରେ ରହିବେ ।