Odiapua.com

ଓଡ଼ିଶା ଆସିବେ ସ୍ମୃତି ଇରାନୀ

ଭୁବନେଶ୍ୱର(ଓଡ଼ିଆ ପୁଅ):ଅଭିନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଯୁବାନି ଇରାନୀ କାଲି ଓଡ଼ିଶା ଆସିବେ।ବିଜେପି ପକ୍ଷରୁ ଆୟୋଜିତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେବା ପାଇଁ ସ୍ମୃତି ଓଡ଼ିଶା ଆସୁଛନ୍ତି।ଭୁବନେଶ୍ୱର ସ୍ଥିତ ନିଉ ମ୍ୟାରେନ ହୋଟେଲରେ ଆୟୋଜିତ ହେବାକୁ ଥିବା ସମ୍ମିଳନୀରେ ସେ ଯୋଗ ଦେବେ ବୋଲି ଜଣାପଡ଼ିଛି।