Odiapua.com

ସ୍ପେସାଲ ଓଜେଇଇ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର,୨୫ ।୭ (ଓଡିଆପୁଅ-ପଙ୍କଜିନୀ ନାୟକ) : ସ୍ପେସାଲ ଓଜେଇଇର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଚଳିତ ବର୍ଷ ଓଜେଇଇ ପରୀକ୍ଷାରେ ମୋଟ ୧୪ ହଜାର ୬୨୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪ ହଜାର ୬୨୨  ପାସ କରିଛନ୍ତି । । ojee.nic.in ୱେବ ସାଇଟରେ ଓଜେଇଇ ପରୀକ୍ଷା ଫଳ ଊପଲବ୍ଧ ହୋଇଛି । ଆଜିଠାରୁ ଚଏସ୍ ଫିଲିଂ ପାଇଁ ର‌୍ୟାଙ୍ଗଧାରୀ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ୨୦ଟି ସହରର ୩୧ଟି କେନ୍ଦ୍ରରେ ହୋଇଥିଲା ଏହି ଓଜେଇଇ ପରୀକ୍ଷା ।