Odiapua.com

ଓଏସଏସସିର ନୂଆ ଚେୟାରମ୍ୟାନ

ଭୁବନେଶ୍ଵର,୨୩/୦୯,(ଓଡ଼ିଆ ପୁଅ ପି ନାଏକ): ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନର (OSSC) ଚେୟାର୍‌ମ୍ୟାନ୍‌ ହେଲେ ବରିଷ୍ଠ ଆଇଏସ୍‌ ନିର୍ମଳା ଚନ୍ଦ୍ର ମିଶ୍ର । ପୂର୍ବରୁ ଏହି ପଦବୀରେ ମେଜର ଜେନରାଲ ଭବାନୀ ଶଙ୍କର ଦାସ ଦାୟିତ୍ୱ ତୁଲାଉଥିଲେ । ତାଙ୍କ କାର୍ଯ୍ୟକାଳ ସରିବା ପରେ ଏବେ ବରିଷ୍ଠ ଆଇଏସ୍‌ ଅଧିକାରୀ ନିର୍ମଳା ଚନ୍ଦ୍ରଙ୍କୁ ସେହି ପଦବୀରେ ନିଯୁକ୍ତି କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କୁ ନିଯୁକ୍ତି ଦେଇଛନ୍ତି ।