Odiapua.com

ଏହି ତିନି ଜଣଙ୍କୁ ଭାରତ ରତ୍ନ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୮ା୮,(ଓଡ଼ିଆ ପୁଅ /ପଙ୍କଜି ନାୟକ): ଆଜି ତିନି ଜଣଙ୍କୁ ଭାରତ ରତ୍ନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନରେ ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ଏହାସହ ଭୂପେନ ହଜାରିକା ଓ ନାନାଜୀ ଦେଶମୂଖଙ୍କୁ ମରଣୋତ୍ତର ଭାବେ ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି।

ତେବେ ୮୩ ବର୍ଷୀୟ ପ୍ରଣବ ନିଜ ରାଜନୈତିକ ଜୀବନରେ ସମସ୍ତ ଦାୟିତ୍ବ କୁ ଦାୟିତ୍ବରେ ସହ ସଂପାଦନ କରିଛନ୍ତି ।