Odiapua.com

ଏହି ଆପ୍ ସହ ନିଜ ନାଁ ଯୋଡିବ ଫେଫବୁକ୍

ନୂଆଦିଲ୍ଲୀ,୦୬/୦୮, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ସୋସିଆଲ ମିଡିଆ ୟୁଜର୍ସଙ୍କ ପାଇଁ ଅଲଗା-ଅଲଗା ପ୍ଲାଟଫର୍ମକୁ ଏକୀକ୍ରୁତ କରିବା ଦିଗରେ ପ୍ରଥମ ପଦକ୍ଷେପ ଉଠାଇ ଫେସବୁକ୍‌, ଇନଷ୍ଟାଗ୍ରାମ ଏବଂ ହ୍ଵାଟସଅପ ସହିତ ନିଜ ନାମ ଯୋଡୁଛି। ରିପୋର୍ଟ ଅନୁଯାୟୀ ଇଷ୍ଟାଗ୍ରାମ ଜଲଦି ‘ଇନଷ୍ଟାଗ୍ରାମ ଫର୍ମ ଫେସବୁକ୍‌’ ଏବଂ ‘ହ୍ଵାଟସ୍‌ଅପ୍‌ ଫର୍ମ ଫେସବୁକ୍‌’ବନାଇବ।

ଏହି ଦୁଇ ଆପର ଏହି ନୂଆ ନାମ ଆପଲ୍‌ ଆପ୍‌ ଷ୍ଟୋର ଏବଂ ଗୁଗଲ ପ୍ଲେ ଷ୍ଟୋରରେ ଦେଖାଦେବ। ଜଣେ ପ୍ରବକ୍ତାଙ୍କ କହିବାନୁଯାୟୀ‘ଆମେ ସେହି ଉତ୍ପାଦ ଏବଂ ସେବା ବିଷୟରେ ସ୍ପଷ୍ଟ ହେବାକୁ ଚାହୁଁଛନ୍ତି ଯାହା ଫେସବୁକର ଅଂଶ ଅଟେ।

 

ୟୁଏସ ଫେଡେରାଲ ଟ୍ରେଡ୍‌ କମିଶନ (ଏଫଟିସି) ଏହାର ଯାଞ୍ଚ କରୁଛି ଯେ ଫେସବୁକ ଦ୍ୱାରା ଇନଷ୍ଟାଗ୍ରାମ ଏବଂ ହ୍ଵାଟସଅପର ଅଧିଗ୍ରହଣ କାହିଁକି କରାଯିବ। ଏଫଟିସି ଏହା ଯାଞ୍ଚ କରିବାକୁ ଚାହୁଁଛି ଯେ ଫେସବୁକକୁ ଚ୍ୟାଲେଞ୍ଚ ମିଳିବା ପୂର୍ବରୁ ସେ ନିଜର ସମର୍ଥ ସୋସିଆଲ ମିଡିଆ ପ୍ରତିଦ୍ୱନ୍ଦୀକୁ ନଷ୍ଟ କରିବାକୁ ଚାହୁଁନାହିଁ ତ ?