Odiapua.com

ଏସ ଏ ନାରାୟଣଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ଵର,୨୮/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ):ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାରତକୁ ମିଳିଲା ସ୍ୱର୍ଣ୍ଣ । ଓଡ଼ିଆ ଯୁବକ ଏସ୍‌.ଏ.ନାରାୟଣଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି। ଓ୍ଵାଟର ଟେକ୍ନୋଲୋଜିରେ ସ୍ୱର୍ଣ୍ଣ ଜିତିଲେ ଏସ୍‌. ଅସ୍ୱସ୍ଥ ନାରାୟଣ । ମୋଟ ୪ଟି ପଦକ ହାସଲ କରିଛି ଭାରତ। ନାରାୟଣଙ୍କ ସ୍ୱର୍ଣ୍ଣ ସହ ଗୋଟିଏ ରୌପ୍ୟ, ୨ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।