Odiapua.com

ଏସଟିଏଫ ଜାଲରେ ପଡ଼ିଲେ ହୋମଗାର୍ଡ

ଖୋର୍ଦ୍ଧା,୨୨/୧୦,(ଓଡ଼ିଆ ପୁଅ ପି ନାୟକ): ଆଜି ପୁଣି ଏସଟିଏଫ ଜାଲରେ ପଡିଛନପଡ଼ି ଆଉ ଜଣେ ହୋମଗାର୍ଡ । ଜମି ମାଫିଆଙ୍କ ସହ ଲିଙ୍କ ଥିବା ନେଇ ତାଙ୍କୁ ଏସଟିଏଫ ଗିରଫ କରିଥିବା ସୂଚନା ମିଳିଛି । ତେବେ ଗିରଫ ହୋଇଥିବା ବ୍ୟକ୍ତି ଖୋର୍ଦ୍ଧା ଥାନାର ହୋମଗାର୍ଡ ଚିତ ରଞ୍ଜନ ବଡ଼ଜେନା । ଗିରଫ ପରେ ଏବେ ଧିରେ ଧିିିରେ ଜମି ମାଫିଆଙ୍କ ଗୁମର ଖୋଲୁଛି ।