Odiapua.com

ଏଥର ଫ୍ରେଣ୍ଡ୍ ସିପ୍ ଡେ’ରେ ଟ୍ରେଣ୍ଡିଂ ବ୍ୟାଣ୍ଡ

ଭୁବନେଶ୍ଵର, ୦୧/୦୮, (ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଆଉ ଦିନ କେତେଟା ପରେ ବନ୍ଧୁତ୍ବ ଦିବସ। ସେହି ଦିନ ସମସ୍ତେ ନିଜ ବନ୍ଧୁମାନଙ୍କୁ ସମୟ ଦେବା ବିଭିନ୍ନ ଉପହାର ମଧ୍ୟ ପ୍ରଦାନ କରିଥାନ୍ତି।

ତେବେ ସମସ୍ତଙ୍କ ଜୀବନରେ ସାଙ୍ଗଙ୍କ ପାଇଁ ଏକ ଖାସ୍‌ଜାଗା ରହିଥାଏ। ଏଥିପାଇଁ ସାଙ୍ଗଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ଫ୍ରେଣ୍ଡଶିପ୍‌ଡେ’ ଭାବେ ପାଳନ କରାଯାଇଥାଏ। ଯଦି ଆପଣ ବି ଏହିଦିନ ଆପଣଙ୍କ ବେଷ୍ଟ୍‍ଫ୍ରେଣ୍ଡକୁ ଦେଖା କରିବାକୁ ପ୍ଲାନ୍‌କରୁଛନ୍ତି, ତା’ହେଲେ ଏହି ଟ୍ରେଣ୍ଡିଂ ବ୍ୟାଣ୍ଡ ଆପଣ ତାଙ୍କୁ ଗିଫ୍ଟ କରିପାରିବେ।