Odiapua.com

ଉତ୍ତର ପ୍ରଦେଶରେ ବିଜେପିକୁ ଗୋଟିଏ ପରେ ଗୋଟିଏ ଝଟକା : ଆଉ ଜଣେ ବିଧାୟକ ମୁକେଶ ବର୍ମା ଦଳ ଛାଡିଲେ

ନୂଆ ଦିଲ୍ଲୀ ୧୩-୧ (ଓଡ଼ିଆ ପୁଅ) ଆସନ୍ତା ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶର ବିଜେପିକୁ ଲାଗୁଛି ଗୋଟିଏ ପରେ ଗୋଟିଏ ଝଟକା। ବର୍ତ୍ତମାନ ଖବର ଅନୁଯାୟୀ, ବିଧାୟକ ମୁକେଶ ବର୍ମା ଦଳ ଛାଡିଛନ୍ତି। ଗତ ତିନି ଦିନ ମଧ୍ୟରେ ଦଳ ଛାଡିଥିବା ସପ୍ତମ ବିଧାୟକ ହେଲେ ମୁକେଶ ବର୍ମା।

ଏହା ପୂର୍ବରୁ ଗୋଟିଏ ମାସ ମଧ୍ୟରେ କ୍ୟାବିନେଟ ମନ୍ତ୍ରୀଙ୍କ ସମେତ ଅନେକ ବିଧାୟକ ଦଳ ଛାଡ଼ିଥିଲେ।