Odiapua.com

ଉତ୍ତରପ୍ରଦେଶ ସରକାରଙ୍କ ଏକ ବଡ଼ ଘୋଷଣା

ନୂଆଦିଲ୍ଲୀ,୦୯/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ରାକ୍ଷୀପୂର୍ଣିମା ଅବସରରେ ଉତ୍ତରପ୍ରଦେଶ ସରକାର ମହିଳାମାନଙ୍କୁ ଦେଇଛନ୍ତି ଉପହାର । ରକ୍ଷାବନ୍ଧନ ଦିନ ଯେଉଁ ଯୁବତୀମାନେ ବସ୍‌ରେ ଯାତ୍ରା କରିବେ, ସେମାନଙ୍କୁ ଯାତ୍ରା ଶୁକ୍ଳ ଦେବାକୁ ପଡିବନାହିଁ ଘୋଷଣା କରିଛନ୍ତି ଯୋଗୀ ସରକାର।

ୟୁପି ପରିବହନ ବିଭାଗ ପକ୍ଷରୁ ଟ୍ଵିଟ୍‌ କରାଯାଇଯାଇ ଏହି ସୂଚନା ପ୍ରଦାନ କରାଯାଇଛି। ୟୁପିରେ ଗତ ଦୁଇବର୍ଷରେ ବିଜେପି ସରକାର ରାକ୍ଷୀ ଦିନ ଏହି ଉପହାର ମହିଳାମାନଙ୍କୁ ଦେଇଆସୁଛି।