Odiapua.com

ଉଠା ଜଳସେଚନ ନିଗମ ଉପ ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ

କେନ୍ଦୁଝର୧୩ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କାଯ୍ୟଁରେ ଅବହେଳା ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ଆଜି ଜଣେ ସରକାରୀ ବାବୁ ଲିଲମ୍ବିତ ହେବା ସୂଚନା ମିଳିଛି। କେନ୍ଦୁଝର ଉଠା ଜଳସେଚନ ନିଗମ ଉପ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧାକର ସାହୁ ନିଲମ୍ବିତ ହୋଇଛନ୍ତି।