Odiapua.com

ଇଞ୍ଚୋଳ ପଞ୍ଚାୟତରେ ବିଜେପିର ସାଂଗଠନିକ ବୈଠକ

ହାଟଡିହି-୩ /୧(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଇଞ୍ଚୋଳ ଠାରେ ବିଜେପିର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞ୍ୟାନ ରଞ୍ଜନ ସାମନ୍ତ ସିଂହାର, ଓବିସି ମୋର୍ଚ୍ଚା ଜିଲ୍ଲା ଉପସଭାପତି ମଧୁସୁଦନ ରାଉତ, ଜିଲ୍ଲା ମହିଳା ମୋର୍ଚ୍ଚା କୋଷାଧ୍ୟକ୍ଷ ଦିପ୍ତୀମୟୀ ଖୁଣ୍ଟିଆ, ମଣ୍ଡଳ ସଭାପତି ଟୁକୁନା ମହାନ୍ତ, ବିଜେପି ନେତା ଶଙ୍ଖାଳି ନାଇକ, ମହିଳା ନେତ୍ରୀ ମିନତୀ ମହାପାତ୍ର, ପୁନମ ଜେନା ପ୍ରମୁଖ ଯୋଗଦେଇ ତୃଣମୁଳ ସ୍ତରରୁ ଦଳକୁ ମଜବୁତ କରିବା ସହିତ ଆଗାମି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଓହ୍ଲାଇବାକୁ ଆହ୍ୱାନ ଦେଇଥିଲେ । ଧନେଶ୍ୱର ରାଉତ, ହରେକୃଷ୍ଣ ସ୍ୱାଇଁ, କୃଷ୍ଣଚନ୍ଦ୍ର ନାୟକ, ଜୀବନ ସୁଆର, ରାଜେଶ ପାତ୍ର, ଶିବ ବିଶ୍ୱାଳ, ଅମିତ ରାଉତ, ଉମାକାନ୍ତ ରାଉତ, ନବକିଶୋର ରାଉତ, କୁଶଧ୍ୱଜ ରାଉତ, ବିଶ୍ୱରଞ୍ଜନ ରାଉତ, ଅମରେଶ ସ୍ୱାଇଁ, ଦେବେନ୍ଦ୍ର ଜେନା, ମନୋଜ ଜେନା, ଗୋବିନ୍ଦ ଜେନା, ଦାମୋଦର ମହାନ୍ତି, ମକରଧ୍ୱଜ ଜେନା, କୋଦଣ୍ଡ ଜେନା, ଶ୍ରୀଧର ସାମଲ, ପୁର୍ଣ୍ଣ ରାଉତ, ମହେନ୍ଦ୍ର ରାଉତ, ପ୍ରଫୁଲ ରାଉତ, ସସ୍ମିତା ସ୍ୱାଇଁ, ଅନିତା øସ୍ୱାଇଁ, ପାର୍ବତୀ ରାଉତ, ଶାନ୍ତିଲତା ରାଉତ, ଅଧର ବେହେରା, ଆଲୋକ ଦାସ, ଅଜୟ ଜେନା, ଗୋପାଳ ସେନାପତି, ଅଲେଖ ଜେନାଙ୍କ ସମେତ ଶତାଧିକ କର୍ମକତ୍ତା ଯୋଗଦେଇଥିଲେ ।