Odiapua.com

ଆସାମରେ ମୃଦ୍ୟୁ ଭୂମିକମ୍ପ

ଗୌହାଟୀ ୬-୪ (ଓଡ଼ିଆ ପୁଅ) ଆସାମର ଗୁଆହାଟୀ ନିକଟରେ ବିଳମ୍ବିତ ରାତି ୧୧.୨୦ ମିନିଟରେ ରିକ୍ଟର ସ୍କେଲରେ ୪.୪ ତୀବ୍ରତାର ରବିବାର ଏକ ମୃଦ୍ୟୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ପ୍ରଭାବ ନିକଟସ୍ଥ ଅଞ୍ଚଳରେ ଅନୁଭୂତ ହୋଇଥିଲା। ତେବେ କୌଣସି ହତାହତ ହେବର ଖବର ଏ ପର୍ଯ୍ୟନ୍ତ ନାହିଁ।