Odiapua.com

ଆସନ୍ତକାଲି ରାଜ୍ୟ କ୍ୟାବିନେଟ ବୈଠକ – ୨୦୨୧-୨୨ ବର୍ଷର ବଜେଟକୁ ମିଳିବ ମଞ୍ଜୁରି

ଭୁବନେଶ୍ୱର ୮-୨ (ଓଡ଼ିଆ ପୁଅ) ଆସନ୍ତକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନରେ ହେବାକୁ ଥିବା ଏହି ବୈଠକରେ ୨୦୨୧ – ୨୨ ଆର୍ଥିକ ବର୍ଷ ବଜେଟ ଅନୁମୋଦନ ହେବ।