Odiapua.com

ଆଶ କର୍ମୀ ମାନଙ୍କୁ ୨ହଜାର ଟଙ୍କା ପାରିଶ୍ରମିକ ଦିଆଯିବାକୁ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି

ନୂଆଦିଲ୍ଲୀ୧୦ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଶା କର୍ମୀମାନେ ମାସିକ ୨ହଜାର ଟଙ୍କା ପାରିଶ୍ରମିକ ଦିଆଯିବାକୁ ଗତ କାଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଦେଶରେ ଆଶା କର୍ମୀ ଭାବେ କାର‌୍ୟ୍ୟ କରୁଥିବା ୧୦ ଲକ୍ଷ କର୍ମୀ ଏହିସୁବିଧା ପାଇବେ ବୋଲି ସୁଚନା ଦେଇଛନ୍ତି ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର  ଆଶା କର୍ମୀମାନଙ୍କୁ ଅନ୍ୟାନ୍ୟ ସୁବିଧାମାନ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପାରିଶ୍ରମିକ ସହ ସେମାନଙ୍କୁ ସେହି ସୁବିଧାମାନ ମିଳିବ।