Odiapua.com

ଆମେରିକା ରେ ମାଗଣାରେ ହିନ୍ଦୀ ପଢ଼ିବେ ଛାତ୍ର ଛାତ୍ରୀ

ନୂଆଦିଲ୍ଲୀ,୧୨/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆମେରିକାରେ ହିନ୍ଦୀକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ଦୂତାବାସ ଲୋକ ମାନଙ୍କ ଦାବିକୁ ଆଖିରେ ରଖି ଜର୍ଜ ୱାସିଂଟନ୍ ୟୁନିଭର୍ସସିଟିରେ ଛାତ୍ର ମାନଙ୍କ ପାଇଁ ନିଶୁଳ୍କ ହିନ୍ଦୀ ପାଠପଢା ସଞ୍ଚାଳନ କରିବେ ।

ଛଅ ସପ୍ତାହର ନନ୍ କ୍ରେଡିଟ୍ ହିନ୍ଦୀ ଭାଷାର ପାଠ୍ୟକ୍ରମ ୨୮ ଅଗଷ୍ଟ କୁ ଆରମ୍ଭ ହେବ ଏବଂ ଭାରତୀୟ ସଂସ୍କ୍ରୁତି ବିଷୟର ଶିକ୍ଷକ ଡକ୍ଟର ମୋକ୍ଷରାଜ ଏହି ଶିକ୍ଷାଦାନ କରିବେ।